Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପକୁ ଉଡିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ରଙ୍ଗେଇ ଲୁଣ୍ଡା ବିମାନଘାଟିରୁ ଉଡିଲା ବିମାନ । ଆଜିଠୁ ବିମାନ ଚଳାଚଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।

Rangeilunda

ଭୁବନେଶ୍ୱର:ବ୍ରହ୍ମପୁର ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ୱର ରଙ୍ଗେଇଲୁଣ୍ତା-ଭୁବନେଶ୍ୱର ବମାନ ଉଡ଼ାଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ସ୍ୱତନ୍ତ୍ର ଚାର୍ଟଟ ବିମାନସେବା ଆରମ୍ଭ ହୋଇଛି । ଯାହା ସପ୍ତାହକୁ ୨ଥର ଉଡାଣ ଭରିବ । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଜେଟ୍ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ପ୍ରଥମ ଥର ଆରମ୍ଭ କରିବ ବିମାନ ସେବା । ଏହି ସେବା ଏପ୍ରିଲ୍ ୧୭ରୁ ଆରମ୍ଭ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି କମ୍ପାନୀ ।

ଭୁବନେଶ୍ୱର ଓ ବିଶାଖାପାଟଣା କୁ ଚାଲିବାକୁ ଥିବା ବିମାନ କୁ 'ଲିଙ୍କ ବିମାନ' ଭାବେ ଚଲାଯିବା । ଯାହାଫଳରେ ଏହି ଦୁଇ ବିମାନ ବନ୍ଦର ମାଧ୍ୟମରେ ବ୍ରହ୍ମପୁର ରୁ ଚେକ୍-ଇନ୍ କରି ଯେକୌଣସି ବଡ ସହର କୁ ବିମାନ ଯାତ୍ରା କରିହେବ। ସେହିପରି ଖୁବ ଶୀଘ୍ର ବେଙ୍ଗାଲୁରୁରୁ ଭୁବନେଶ୍ୱର, ଭୁବନେଶ୍ୱରରୁ-ପୁଣେ ଏବଂ ପୁଣେ-ଭୁବନେଶ୍ୱର ମଧ୍ୟରେ ଉଡିବ ବିମାନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+