ଭୁବନେଶ୍ୱରର ହେବ ଆଇଟି ହବ, ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି

ଆହୁରି ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି । ଭୁବନେଶ୍ୱରର ହେବ ଆଇଟି ହବ । କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ କୁ ନେଇ ପ୍ରସ୍ତୁତ ହେଉଛି ଏକୋନମି ରିଜିୟନ୍ । କେନ୍ଦ୍ର ସରକାରଙ୍କ ବଜେଟରେ ଏହାକୁ ସ୍ଥାନ ଦିଆଯାଇଛି । ଓଡ଼ିଶାକୁ ଆର୍ଥିକ ସ୍ତରରେ ଅଧିକ ସୁଦୃଢ କରିବ । ଏଥିପାଇଁ କେନ୍ଦ୍ର ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସ୍ମାର୍ଟ ସିଟି ଯୋଜନା ସହ ସେମି କଣ୍ଡକ୍ଟର ଆଦି ପ୍ରକଳ୍ପ ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବ । ଏହା ଆଗାମୀ ଦିନରେ ଶ୍ରେଷ୍ଟ ଅର୍ଥନୈତିକ ରାଜଧାନୀ ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+