ଭୁବନେଶ୍ବର ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା, ୪ ଜଣଙ୍କୁ ଗିରଫ କଲା ପୋଲିସ
ନିଖୋଜ ଟ୍ୟାକ୍ସି ଡ଼୍ରାଇଭରଙ୍କ ସଂଦେହ ଜନକ ମୃତ୍ୟୁ ଘଟଣା । ବାଣପୁର ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାର ଖୁଲାସା । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୋଲିସ । ଶନିବାର ଚନ୍ଦକା-ବାରଙ୍ଗ ରାସ୍ତାରୁ ମିଳିଥିଲା ମୃତଦେହ । ଭୁବନେଶ୍ବର ବଡଗଡ ଥାନାର ହୋଇଥିବା ନିଖୋଜ ଘଟଣାରୁ ତଦନ୍ତ କରି ପରେ ପୋଲିସ ମୃତ୍ୟ ଘଟଣାର ତଦନ୍ତ କରିଥିଲା । ଏହା ପଛର ଖୁଲାସା କରିଛି କମିଶନରେଟ୍ ପୋଲିସ ।













Click it and Unblock the Notifications