ଭୁବନେଶ୍ୱର ପଥ ଉତ୍ସବ, ମାଷ୍ଟର୍ କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ

ରାଜଧାନୀରେ ଜମୁଛି ପଥ ଉତ୍ସବ । ଝୁମୁଛନ୍ତି ଦର୍ଶକ । ନୂଆବର୍ଷରେ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ପଥ ଉତ୍ସବ । ଶୀତୁଆ ସକାଳରେ ଧୁମ୍ ମଚାଉଛନ୍ତି ରାଜଧାନୀବାସୀ । ରଙ୍ଗୋଲି ଛିଟାରେ ଝଲସୁଛି ଭୁବନେଶ୍ବର ଜନପଥର ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ରାସ୍ତା । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ ।

path utsab

ଜୁମ୍ବା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବାକୁ ଏହା ଏକ ପ୍ରୟାସ। ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାରର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ, ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀର ରାଜରାସ୍ତା । ସବୁ ବର୍ଗର ମହିଳା ପୁରୁଷ, ଶିଶୁ ଓ ଯୁବକ ଯୁବତୀଙ୍କ ମନୋରଞ୍ଜନ ପାଇଁ BMC ପକ୍ଷରୁ ପଥ ଉତ୍ସବର ଆୟୋଜନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+