ରେଡ୍ ଜୋନରେ ଏଣ୍ଟ୍ରି କଲା ରାଜଧାନୀ ,ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୫ ଶହ ଟଙ୍କା ଜରିମାନ

HUBANESWAR Entered The Red Zone..ରେଡ୍ ଜୋନରେ ଏଣ୍ଟ୍ରି କଲା ରାଜଧାନୀ ,,ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୫ ଶହ ଟଙ୍କା ଜରିମାନ

ଭୁବନେଶ୍ୱର:ରାଜ୍ୟରେ କାୟା ମେଲାଇଛି କରୋନା ।ରାଜ୍ୟ ଦୈନିକ ସଂକ୍ରମଣ ୫ ଶହ ଟିପିଲାଣି ।ସଂକ୍ରମଣ ଦିନକୁ ଦିନକୁ ବଢୁଥିବାରୁ ରାଜଧାନୀ ଭୁବନେଶ୍ୱର ଏବେ ରେଡ୍ ଜୋନରେ ଏଣ୍ଟ୍ରି କରିଛି । ରାଜ୍ୟରେ କରୋନାସ୍ଥିତିକୁ ନଜରରେ ରଖି ରାଜଧାନୀବାସୀଙ୍କୁ ତାଗିଦ କଲେ ମେୟର ସୁଲୋଚନା ଦାସ । ମାସ୍କ ନ ପିନ୍ଧିଲେ ଏଥର କଟିବ ଚାଲାଣ । ଦେବାକୁ ପଡ଼ିବ ୫ ଶହ ଟଙ୍କା ଜରିମାନ । ରାଜଧାନୀବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ପଦକ୍ଷେପ ନେଇଛି ବିଏମସି ।

ODISHA CORONA

ଦୈନିକ ସଂକ୍ରମଣ ୫୦୦ରୁ ଅଧିକ । ସଙ୍ଗରୋଧରୁ ୩୦୦ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧରୁ ସର୍ବାଧିକ ୧୩୭ ପଜେଟିଭ୍ ହୋଇଥିବା
ବେଳେ କଟକରୁ ୮୯ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭୯୫ରେ ପହଞ୍ଚିଛି ।ତେବେ କରୋନାକୁ ନିୟନ୍ତ୍ରଣକୁ ଆଣିପାଇଁ ହେଲେ କଟକଣାର ସଠିକ ଭାବେ
ପାଳନା କରିବା ଉଚିତ୍ ବୋଲି କହିଛନ୍ତି ମେୟର ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨,୯୨୮ରେ ପହଞ୍ଚିଛିଥିବା ବେଳେ ଏହା ମଧ୍ୟରୁ ୧୨,୮୦,୯୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୨୭୯୫ ଆକ୍ଟିଭ କେସ୍‌ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+