For Quick Alerts
Turn On Notification  
For Daily Alerts
Oneindia App Download

ସିଲ୍ ହେଲା ଭୁବନେଶ୍ୱର କୋର୍ଟ, ଆଇନଜୀବୀ ପଜିଟିଭ ଚିହ୍ନଟ ପରେ ବିଏମସିର ନିଷ୍ପତି

ଭୁବନେଶ୍ୱର ସ୍ଥିତ ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

|

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

Bhubaneswar court

ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ' ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ। ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhubaneswar court was sealed for 7 days
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X