ଭୁବନେଶ୍ବର ଏମ୍‌ସ ବାଜପେୟୀ କରିଥିଲେ, କଂଗ୍ରେସକୁ ଉତ୍ତର ଦେଲେ ବିଜେପି ସଭାପତି

କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ ।ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ କହିଲେ ମନମୋହନ ସାମଲ। 'ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି' । ୧୯ ବର୍ଷ ବିରୋଧୀ ଆସନରେ ବସିବା ପରେ ବି କ୍ଷମତାକୁ ଆସି ପାରିଲେନି' ।

manamahon masal

ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ ବୋଲି କହିଲେ ମନମୋହନ । ଭୁବନେଶ୍ବର ଏମ୍‌ସ ବାଜପେୟୀ କରିଥିଲେ, ଦିଲ୍ଲୀ ପରେ ଏହା ଥିଲା ୨ୟ ଏମ୍‌ସ' । ମିଥ୍ୟା ଉପରେ କଂଗ୍ରେସ ଦଳ ଆଧାରିତ ବୋଲି କହିଛନ୍ତି ବିଜେପି ସଭାପତି ।
ଭ୍ରଷ୍ଟାଚାର, ବ୍ୟଭିଚାର ଯୋଗୁଁ କଂଗ୍ରେସକୁ କେହି ଗ୍ରହଣ କରୁନାହାନ୍ତି' । ଜଗନ୍ନାଥଙ୍କ ରଥ ତାଙ୍କ ଇଚ୍ଛାରେ ଅଟକେ, ଏମାନଙ୍କ ପାଖରେ କିଛି ମୁଦ୍ଦା ନାହିଁ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+