Get Updates
Get notified of breaking news, exclusive insights, and must-see stories!

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଭିତରକନିକା ବୁଲିବାକୁ ପ୍ଲାନ କରିଥିଲେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ । କେନ୍ଦ୍ରାପଡ଼ାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକା ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ବଉଳା କୁମ୍ଭୀର ଗଣନା ପାଇଁ ଆଜିଠୁ ଅର୍ଥାତ ୧୪ ଜାନୁଆରୀରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ଏନେଇ ସୂଚନା ଜାରି କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

bhitarkanika

ତେବେ କୁମ୍ଭୀର ଗଣନା ପାଇଁ ଟିମ ନିୟୋଜିତ ହୋଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କରାଯିବ । ଏହି ଗଣନା କାର୍ଯ୍ୟ ଶେଷ ହେବା ପରେ ସ୍ୱାଭାବିକ ଭାବେ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+