Get Updates
Get notified of breaking news, exclusive insights, and must-see stories!

ଭରତପୁର ଥାନା ଘଟଣା: ଥାନାକୁ ଆସିବା ପୂର୍ବରୁ ଭିଡିଓ ଭାଇରାଲ

Bharatpur Police Station Case: ଭରତପୁର ଥାନା ଘଟଣା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନେକ ପ୍ରକାରର ଭଡିଓ । ଏହାରି ମଧ୍ୟରେ ବର୍ତ୍ତମାନ ପୋଲିସ ଏବଂ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ମେଜର ଜଣ ଠିଆ ହୋଇ ରିପୋର୍ଟ ଲେଖୁଥିବା ବେଳେ ତାଙ୍କ ବାନ୍ଧବୀ ଥାନା ଅଧିକାରୀଙ୍କ ସହ କଥା ହେଉଥିବା ଦେଖିବା ପାଇଁ ମିଳୁଛି । ତେବେ ଏହି ଭିଡିଓ ପୋଲିସ ରେକର୍ଡ କରିଥିବା ନେଇ ଦାବି କରାଯାଉଛି ।

Odisha News

ମେଜରଙ୍କ ବାନ୍ଧବୀଙ୍କ ବୟାନ ଅନୁସାରେ, ୧୫ ତାରିଖ ରାତିରେ ସେ ନିଜ ରେଷ୍ଟୁରାଣ୍ଟ ବନ୍ଦ କରି ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ହଇରାଣ କରିଥିଲେ । ଯାହା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କିଛି ଦୁର୍ବୃତ୍ତ ଏବଂ ମେଜରଙ୍କ ମଧ୍ୟରେ ଗଣ୍ତଗୋଳ ହେଉଛି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ଘେରି ଯାଇଛନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି କିଛି ସମୟ ପରେ ଯୁବକମାନେ ସେମାନଙ୍କୁ ଠେଲାପେଲା କରିବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+