ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ସେ ଭୂତ ଛାଡ଼ିଯିବ ; ବାବୁ ସିଂ

ଆମ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ନିଶ୍ଚୟ ଜିତିବେ କହିଲେ ବାବୁ ସିଂ । ଆମକୁ ଗୁରୁଜ୍ଞାନ ଦେଉଛନ୍ତି କଣ, ସେମାନେ ସେମାନଙ୍କ କଥା ଚିନ୍ତା କରନ୍ତୁ । ବୈଷ୍ଣବ ପରିଡାଙ୍କୁ ଛିଡ଼ା କରି ସଂଖ୍ୟା ନ ଥାଇ ସେମାନେ କେମିତି ଜିତିଲେ । ତେଣୁ ଅରୁଣ ଆମକୁ ଜ୍ଞାନ ନ ଦେଇ ନିଜେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ। ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ତାରିଖ ପରେ ସେ ଭୂତ ଛାଡ଼ିଯିବ ।

Babu Singh
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+