ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଭଦ୍ରକ ପୋଲିସର କଡ଼ା ଚେତାବନୀ
ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ନିବେଦନ । ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ଅପିଲ୍ ।କୌଣସି ଫଟୋ, ଅଡିଓ କିମ୍ବା ଭିଡିଓ ସେୟାର ନ କରିବାକୁ ଅପିଲ୍ । ଏଭଳି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ।













Click it and Unblock the Notifications