ହୋଲି ପାଇଁ ନିର୍ଦ୍ଦେଶନାମା ଜାରି କଲେ ଭଦ୍ରକ ଜିଲ୍ଲାପାଳ; ଆଇନଶୃଙ୍ଖଳା ସହ ଜଡ଼ିତ ଅଫିସର ହେଡ୍କ୍ବାର୍ଟର ଛାଡ଼ିବା ମନା
ହୋଲି ପାଇଁ ନିର୍ଦ୍ଦେଶନାମା ଜାରି କଲେ ଭଦ୍ରକ ଜିଲ୍ଲାପାଳ। ଜିଲ୍ଲାସ୍ତରୀୟ ଅଫିସରଙ୍କୁ ହେଡ୍କ୍ବାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ। ମାର୍ଚ୍ଚ ୧୪ରୁ ୧୬ ତିନି ଦିନ ଛୁଟି ପଡ଼ୁଥିବାରୁ ଏପରି ନିର୍ଦ୍ଦେଶ।

ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ। ଆଇନଶୃଙ୍ଖଳା ସହ ଜଡ଼ିତ ଅଫିସର ହେଡ୍କ୍ବାର୍ଟର ଛାଡ଼ିବା ମନା । ସାମ୍ପ୍ରଦାୟିକ ଓ ଆଇନଶୃଙ୍ଖଳା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ।












Click it and Unblock the Notifications