ବେଙ୍ଗାଳୁରୁରୁ ଗୌହାଟି ଯାଉଥିବା ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବାଙ୍ଗଲୋରରୁ ଗୌହାଟି ଯାଉଥିବା ବିମାନ । ଆଜି ଦିନ ୪ଟା ୫୩ ମିନିଟ ସମୟରେ AirIndiaExpress-1295 ବିମାନ ୧୭୪ ଯାତ୍ରୀଙ୍କୁ ନେଇ ବାଙ୍ଗଲୋରରୁ ଗୌହାଟି ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ହେବାରୁ ମେଡିକାଲ ଏମର୍ଜେନ୍ସୀ ପାଇଁ ଭୁବନେଶ୍ୱରରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା ।

ତେବେ ଉକ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ସ୍ଥାନାନ୍ତର କରାଯିବ ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ପୁଣି ଉଡାଣ ଭରିଥିଲା AirIndiaExpress-1295 । ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଯାତ୍ରୀ ଜଣକ ଏବେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ।

Bengaluru-Guwahati flight makes emergency landing
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+