ବଦଳିଲେ ଏହି ୩୫ ବ୍ଲକ୍ର ବିଡିଓ; ଜାଣନ୍ତୁ ଆପଣଙ୍କ ବିଡିଓ କିଏ ?
ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ବ୍ଲକ୍ର ବିଡିଓ ବଦଳି ହୋଇଛନ୍ତି । ପୁର୍ବରୁ ମଧ୍ୟ ଆଇଏଏସ ଓ ଓଏଏସ ରେ ବଦଳି ହୋଇଥଲା ।
ବଦଳିଲେ ଏହି ୩୫ ବ୍ଲକ୍ର ବିଡିଓ
ଶରତ କୁମାର୍ ସେଠୀ ବଲାଙ୍ଗୀର ସଦରରୁ ହରଭଙ୍ଗାକୁ ବଦଳି ହୋଇଛନ୍ତି । ସେହିପରି ବିଶ୍ବରଂଜନ ବିଶ୍ୱାସ, ବାରଙ୍ଗରୁ ମାହାଙ୍ଗା, ଅମିୟ କୁମାର ପଣ୍ଡା ମାହାଙ୍ଗାରୁ କୃଷ୍ଣପ୍ରସାଦ, ଉଲ୍ଲାସ କୁମାର୍ ସେଠୀ ନିଆଳିରୁ କଟକ ଡେପୁଟି କଲେକ୍ଟର , ଧର୍ମା ରଞ୍ଜନ ପଣ୍ଡା ନିଶ୍ଚିତ କୋଇଲିରୁ ବାରଙ୍ଗ, ପ୍ରିୟଦର୍ଷିନି ମିର୍ଦ୍ଧା ତିଲାବେନିରୁ ବିର ମହାରାଜପୁର, ଶରତ କୁମାର ପାତ୍ର କାଶୀନଗରରୁ ଧର୍ମଗଡ, ଡ଼ ବେବିତା ରଞ୍ଜନ ନାୟକ ବିରିଡ଼ିରୁ ଗଣିଆ, ହିମାଚଳ ମାଝୀ ଧର୍ମଗଡ଼ରୁ ମାଥିଲି, ଜଗଦୀଶ ଷଡ଼ଙ୍ଗୀ ଚିଲିକାରୁ ନିଆଳି, ଲଲିତ ମଣ୍ଡଳ କୋଟପାଡ଼ରୁ ରାୟଗଡ଼ା ଡେପୁଟି କଲେକ୍ଟର , ହୃଷିକେଶ ଗଣ୍ଡ ମାଥିଲିରୁ ବଲାଙ୍ଗିର ସଦର ।

ସେହିପରି ଆକାଶ କୁମାର୍ ପଣ୍ଡା ବଡସାହିରୁ ଗୁମ୍ମା, ଅମୃତ କୁମାର୍ ରାଉଳ ବେତନଟିରୁ କାଶିପୁର, ଡମ୍ବରୁଧର ମଲ୍ଲିକ ଗଣିଆରୁ କାଶୀନଗର, ବିପିନ ବିହାରୀ ଦୀପ ନୂଆପଡାରୁ ଡୁଙ୍ଗୁରୁପାଲି, ବିଜୟ କୁମାର ବେହେରା କୃଷ୍ଣପ୍ରସାଦରୁ ବିରିଡ଼ି, ରାଜୀବ ଦାସ କଲ୍ୟାଣ ସିଂହପୂରରୁ ମୋହନା, ରୋହିତ ଭୋଇ ଡୁଙ୍ଗୁରିପାଲିରୁ ନୂଆପଡ଼ା, ରଘୁନାଥ ପାଣିଗ୍ରାହୀ ବୀରମହାରାଜପୁରରୁ ତେଲିବଣୀ, ବିରଞ୍ଚି ନାରାୟଣ ବେହେରା କଣ୍ଟାପଡ଼ାରୁ ନିଶ୍ଚିତକୋଇଲି, ଲକ୍ଷ୍ମୀ ନାରାୟଣ ସାବତ ସିମିଳିଗୁଡାରୁ ମାଲକାନଗିରି ଡେପୁଟି କଲେକ୍ଟର, ଜସ୍ମୀନ କୁମାର ପ୍ରଧାନ ଗୁମ୍ମାରୁ ସିମିଳିଗୁଡା, ହଳଧର ସାବର୍ ମୋହନାରୁ ଚିଲିକା, ଶିବ ପ୍ରସାଦ ପଟ୍ଟନାୟକ୍ କୋରକୁଣ୍ଡାରୁ ପଦ୍ମପୁର, ସୁଜିତ୍ କୁମାର ମିଶ୍ର ପଦ୍ମପୁରରୁ କୋରକୁଣ୍ଡା, ସ୍ଵପ୍ନିତା ନାୟକ ହରଭଙ୍ଗାରୁ କଣ୍ଟପଡ଼ା, ମନୋଜ କାର୍ଜି ଠାକୁରମୁଣ୍ଡାରୁ ସୋନପୁର ଡେପୁଟି କଲେକ୍ଟର, ଅନୂପମା ଘୋଷ ଶୁଳିଆପଡାରୁ କଟକ ଡେପୁଟି କଲେକ୍ଟର, ମନୀଷା ଦାସ କାଶିପୁରରୁ କଲ୍ୟାସିଂହପୁର, ବିଜୟ କୁମାର ଦୋରା ବୋରିଗୁମ୍ମାରୁ କୋଟପଡ଼ା ।
ସେହିପରି ବନଜା ଦାସ ରାୟଗଡ଼ା ଡେପୁଟି କଲେକ୍ଟରରୁ ବଡସାହି ବିଡ଼ିଓ , ଗୋପୀନାଥ ଖାକା ମାଲକାନାଗିରି ଡେପୁଟି କଲେକ୍ଟରରୁ ବେତନଟୀ ବିଡ଼ିଓ, ସ୍ଵପ୍ନେଶ୍ୱର୍ ବେହେରା ସୋନପୁର ଡେପୁଟି କଲେକ୍ଟରରୁ ଠାକୁରମୁଣ୍ଡା ବିଡ଼ିଓ, ନିଶୀତା ମହାପାତ୍ର କଟକ ଡେପୁଟି କଲେକ୍ଟରରୁ ଶୁଳିଆପଡ଼ା ବିଡ଼ିଓକୁ ବଦଳି ହୋଇଛନ୍ତି ।












Click it and Unblock the Notifications