ସାବଧାନ ! ଏବେ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଉପରେ ନଜର ରଖିବା ଏଆଇ; ମନ୍ତ୍ରୀ

ଏଆଇ ଜଗିବ ବନ୍ୟପ୍ରାଣୀଙ୍କ ଗତିବିଧି । ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଜଙ୍ଗଲ ନିକଟବର୍ତ୍ତୀ ଜନବସତିଗୁଡ଼ିକୁ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ରକ୍ଷା କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନସର ସହାୟତା ଦେବେ ସରକାର।

AI

ପ୍ରାଥମିକ ସ୍ତରରେ ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ଓ ଅନୁଗୁଳ ବନ୍ତଳା ଠାରେ ଆରମ୍ଭ ହେବ ପାଇଲଟ ପ୍ରୋଜେକ୍ଟ। ଏଆଇ ଦ୍ୱାରା ବନ୍ୟଜନ୍ତୁଙ୍କ ଗତିବିଧି ନିର୍ଦ୍ଧାରଣ କରାଯାଇ ଲୋକଙ୍କୁ ସତର୍କ କରାଯାଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+