ସାବଧାନ ! ୧୧ ଫେକ୍ ୱେବସାଇଟ୍ ତାଲିକା ଜାରି କଲା କ୍ରାଇମବ୍ରାଞ୍ଚ୍
୧୧ ଫେକ୍ ୱେବସାଇଟ୍ URLs ଠାରୁ ଦୂରେଇ ରହିବାକୁ ପରାମର୍ଶ । ୧୧ ଫେକ୍ ୱେବସାଇଟ୍ର ତାଲିକା ଜାରି କଲା କ୍ରାଇମବ୍ରାଞ୍ଚ୍। ବିଶେଷ କରି ହୋଟେଲ୍ ବୁକିଂ ପାଇଁ ଠକେଇ ଚାଲିଥିବା ଜଣାଇଲା । UPI, ୱାଲେଟ୍ ଓ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଠକେଇ କରୁଛନ୍ତି।













Click it and Unblock the Notifications