ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ୪ ଡିସିମିଲ ଜାଗା; ବଡ ଘୋଷଣା କଲେ ମନ୍ତ୍ରୀ

ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ୪ ଡିସିମିଲ ଜାଗା ; ଯେଉଁମାନଙ୍କୁ କମ୍ ଜାଗା ମିଳିଛି ସେମାନଙ୍କୁ ମଧ୍ୟ ମିଳିବ ସମାନ ପରିମାଣର ଜାଗା। ଏନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଲ୍ୟାଣ୍ଡ ସେଟେଲମେଣ୍ଟ ୧୯୬୨ ଅନୁଯାୟୀ, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ବର୍ତ୍ତମାନ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଦିଆଯିବା ବ୍ୟବସ୍ଥା ଅଛି । ସେ ଜମି ୧୦ ବର୍ଷ ପରେ ବିକ୍ରୀ କରିବାର ନିୟମ ଥିଲା । କିନ୍ତୁ ଏହାକୁ ଏଣିକି ବିକ୍ରୀ କରାଯାଇ ପାରିବନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି । ସେହିପରି କିଛି ଗରୀବ ଶ୍ରେଣୀଙ୍କ ୪ ଡିସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ । ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ । ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+