ଚଳିତ ବନ୍ୟାରେ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଂଚଳ ପ୍ରଭାବିତ

ଚଳିତ ବନ୍ୟାରେ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଂଚଳ ପ୍ରଭାବିତ । ସୂଚନା ଦେଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ।

Basta Baliapal and Bhograi areas affected by the ongoing floods

ଆସନ୍ତାକାଲି ବୈତରଣୀ ଓ ସୁବର୍ଣ୍ଣରେଖାର ବନ୍ୟାଜଳ ବିପଦ ସଂକେତ ତଳକୁ ଖସିବ । କାଣୀ ନଦୀରେ ୩୦ ମିଟର ଘାଇ, ବନ୍ୟା ପାଣି କମିଲେ ମରାମତି କାମ ଆରମ୍ଭ ।
ଏବେ ହୀରାକୁଦ ଡ୍ୟାମ୍‌ରୁ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
ରେଙ୍ଗାଲି ଡ୍ୟାମ୍‌ରେ ୨ଟି ଗେଟ୍ ଖୋଲା, ଆବଶ୍ୟକ ପଡିଲେ ଆଉ ଗୋଟିଏ ଖୋଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+