ଟ୍ରକକୁ ପଛରୁ ଧକା ଦେଲା ଯାତ୍ରୀବାହି ବସ: ୩ ମୃତ

Accident News: ଏକ ଯାତ୍ରୀବାହି ବସକୁ ଧକ୍କାଦେଲା ଟ୍ରକ । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏକାଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ମର୍ମୁନ୍ତୁତ ସଡ଼କ ଦୁର୍ଘଟଣା ବାରିପଦା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ସ୍ଥିତ ବୁଢିଖମାରୀ ଛକ ନିକଟରେ ଘଟିଛି ।

Baripada Accident


ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଯାତ୍ରୀ ଥିବା ନେଇ ସୂଚନା ରହିଛି । ସେହିପରି ଆହତଙ୍କ ମଧ୍ୟ ପୁରୁଷ, ମହିଳା ଓ ଛୋଟପିଲା ଥିଲା ରହିଛନ୍ତି ।

ସୂଚନା ଅନୁସାରେ, ହାଇଦ୍ରାବାଦରୁ ତୀର୍ଥ ଯାତ୍ରୀଙ୍କୁ ନେଇ ବସଟି ଗୟା ଯାଉଥିବା ବେଳେ ବସଟୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+