ବରଗଡ଼ ଧନୁଯାତ୍ରା ଅନୁଦାନ କୋଟିଏକୁ ବୃଦ୍ଧି
Dhanu Yatra 2025: ବରଗଡ଼ ଧନୁଯାତ୍ରା ଅନୁଦାନ କୋଟିଏକୁ ବୃଦ୍ଧି କରାଯାଇଛି । ଏନେଇ ବରଗଡ଼ ଧନୁଯାତ୍ରାରେ ସାମିଲ୍ ହୋଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୧୭୦ ଦଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ । ଭବ୍ୟ, ଦିବ୍ୟ, ବିଶ୍ୱସ୍ତରୀୟ ରଙ୍ଗମଞ୍ଚରେ ଉପସ୍ଥିତ ଥିବାରୁ ଧନ୍ୟ ମନେ କରୁଛି । ବରଗଡ଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ, ନିଆରା ପରିଚୟ ।













Click it and Unblock the Notifications