ନୂଆଁଖାଇରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍
Nuakhai 2022: Bank Will Closed On Nuakhai Septemberନୂଆଁଖାଇରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍
ଭୁବନେଶ୍ୱର: ସେପ୍ଟେମ୍ବର ୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଯେଉଁଥି ପାଇଁ ଚଳଚଞ୍ଚଳ ଗାଁଠୁ ସହର ରାଜ୍ୟ ସରକାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତ ବ୍ଯାଙ୍କ ବନ୍ଦ ରଖାଯିବାକୁ ଘୋଷଣା କରିଛନ୍ତି । ଏହି ଦିନ ବ୍ୟାଙ୍କ ଓ ଅନ୍ୟ ସରକାରୀ ସଂସ୍ଥା ମଧ୍ଯ ବନ୍ଦ ରହିବ। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।













Click it and Unblock the Notifications