Get Updates
Get notified of breaking news, exclusive insights, and must-see stories!

ରାକ୍ଷୀ ପୂର୍ଣ୍ଣିମାଠାରୁ କ୍ରମାଗତ ୬ ଦିନ ବ୍ୟାଙ୍କ ବନ୍ଦ; ଦେଖନ୍ତୁ ପୂରା ତାଲିକା...

ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ଘୋଷଣା ମୁତାବକ ଅଗଷ୍ଟ ମାସରେ ୧୫ ଦିନରୁ ଅଧିକ ବ୍ୟାଙ୍କ ଛୁଟି ରହିବ । ଏହା ମଧ୍ୟରେ ରବିବାର ଓ ମାସର ଚତୁର୍ଥ ଶନିବାର ମଧ୍ୟ ଅର୍ନ୍ତଭୂକ୍ତ ରହିଛି ।

Bank Holidays: ଅଗଷ୍ଟ ମାସରେ ପର୍ବପର୍ବାଣୀ ପାଇଁ ସର୍ବାଧିକ ଛୁଟି ରହିଥାଏ । ଯଦି ବ୍ୟାଙ୍କ ସହିତ ଜଡିତ ଆପଣଙ୍କ କିଛି କାମ ବାକି ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜି ରାକ୍ଷୀ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ଲଗାତର ବ୍ୟାଙ୍କ ବନ୍ଦ ରହିବ ।

Bank Holiday

ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ଘୋଷଣା ମୁତାବକ ଅଗଷ୍ଟ ମାସରେ ୧୫ ଦିନରୁ ଅଧିକ ବ୍ୟାଙ୍କ ଛୁଟି ରହିବ । ଏହା ମଧ୍ୟରେ ରବିବାର ଓ ମାସର ଚତୁର୍ଥ ଶନିବାର ମଧ୍ୟ ଅର୍ନ୍ତଭୂକ୍ତ ରହିଛି । ଏହି କ୍ରମରେ ଅଗଷ୍ଟ ୧୧ ତାରିଖରୁ କ୍ରମାଗତ ଭାବେ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ । ତେବେ ନଜର ପକାନ୍ତୁ, ଆଜି ବ୍ୟତିତ ଆଉ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ...

  • ଅଗଷ୍ଟ ୧୧ ଓ ୧୨: ରକ୍ଷାବନ୍ଧନ
    ଅଗଷ୍ଟ ୧୩: ଦେଶଭକ୍ତି ଦିବସ , ଦ୍ୱିତୀୟ ଶନିବାର
    ଅଗଷ୍ଟ ୧୪: ରବିବାର
    ଅଗଷ୍ଟ ୧୫: ସ୍ୱାଧୀନତା ଦିବସ
    ଅଗଷ୍ଟ ୧୬: ପାର୍ସୀ ନୂଆ ବର୍ଷ

ଅଗଷ୍ଟ ମାସରେ ଅନ୍ୟ ଛୁଟିଦିନ:

  • ଅଗଷ୍ଟ ୧୯: ଜନ୍ମାଷ୍ଟମୀ
    ଅଗଷ୍ଟ ୨୧: ରବିବାର (ସାପ୍ତାହିକ ଛୁଟି)
    ଅଗଷ୍ଟ ୨୮: ରବିବାର (ସାପ୍ତାହିକ ଛୁଟି)
    ଅଗଷ୍ଟ ୨୯: ଶ୍ରୀମନ୍ତ ସଙ୍କର ଦେବଙ୍କ ତିଥି
    ଅଗଷ୍ଟ ୩୧ - ଗଣେଶ ଚତୃର୍ଥୀ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+