Get Updates
Get notified of breaking news, exclusive insights, and must-see stories!

Bank Closed: ୯ ତାରିଖ ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

୯ ତାରିଖ ସୋମବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ବନ୍ଦ ରହିବ । ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ ।

ଆସନ୍ତା ୯ ତାରିଖ ଅର୍ଥାତ୍‌ ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ସୋମବାର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସଂସ୍ଥା ବନ୍ଦ ରହିବ। ଏଥର ନୂଆଁଖାଇ ୮ ତାରିଖ ଅର୍ଥାତ୍‌ ରବିବାର ପଡୁଛି।

Bank Closed

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ନୂଆଁଖାଇ ଛୁଟି ଘୋଷରା କରିଛନ୍ତି।ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+