ବାଲିଯାତ୍ରା ଗ୍ରାଉଣ୍ଡ୍ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ
ବାଲିଯାତ୍ରା ଗ୍ରାଉଣ୍ଡ୍ 'ନୋ ଡ୍ରୋନ୍ ଜୋନ୍' ଘୋଷଣା। ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ 'ନୋ ଡ୍ରୋନ୍ ଜୋନ୍' ଘୋଷଣା । ବାଲିଯାତ୍ରା ଗ୍ରାଉଣ୍ଡ୍ର ୫ କିମି ପରିଧି ପାଇଁ କଟକଣା ଜାରି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ମନା।













Click it and Unblock the Notifications