ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଚାଳନା ଦେଲେ ଆରଏମଏଲ ହସ୍ପିଟାଲ

ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଆରଏମଏଲ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ବ୍ଲଡ୍‌ ପ୍ରେସର ସ୍ଥିର ରହିଥିବାବେଳେ ମୁଣ୍ଡ ବୁଲାଉଥିବା ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି । ଏବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ସାଂସଦ ମୁକେଶ ରାଜପୁତ ଆଇସିୟୁରେ ଅଛନ୍ତି ।

Pratap Chandra Shadangi

ମେଡାକିଲ ଟିମ୍‌ର ସ୍ୱାସ୍ଥ୍ୟ ଅନୁଧ୍ୟାନ ପରେ ଜେନେରାଲ ବେଡ୍‌କୁ ଅଣାଯିବ । ଏମ୍‌ଆରଆଇ ଓ ସିଟିସ୍କାନ୍‌ ରିପୋର୍ଟ ସବୁ ଠିକ୍‌ଠାକ୍‌ ରହିଛି । ଆଜି ବି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ହସ୍ପିଟାଲ ଯାଇ ଦୁଇ ସାଂସଦଙ୍କୁ ଭେଟିଛନ୍ତି । ଗତକାଲି ସଂସଦରେ ଠେଲାପେଲାବେଳେ ଆହତ ହୋଇଛନ୍ତି ୨ ସାଂସଦ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଠେଲି ଦେଇଥିବା ହୋଇଛି ଅଭିଯୋଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+