ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା; ଆଜି ବାଲେଶ୍ବର ଯିବେ କ୍ରାଇମ୍ବ୍ରାଞ୍ଚ ଡିଜି
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା। ଚତୁର୍ଥ ଦିନରେ କ୍ରାଇମ୍ବ୍ରାଞ୍ଚ ଟିମ୍ର ଖୋଳତାଡ଼ ଜାରି।
ଆଜି ବାଲେଶ୍ବର ଯିବେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ହେବ ପଚରାଉଚରା।
ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ICC କମିଟି ସହ ଆଲୋଚନା।













Click it and Unblock the Notifications