ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା, କିଛି ସମୟ ଭିତରେ ଦିଲ୍ଲୀ AIIMSରେ ଭର୍ତ୍ତି ହେବେ

ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା। ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଯାଇ ପହଞ୍ଚିଲେ। ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ଯାଇ ପହଞ୍ଚିଲେ। କିଛି ସମୟ ଭିତରେ ଦିଲ୍ଲୀ AIIMSରେ ଭର୍ତ୍ତି ହେବେ ।

Delhi AIIMS

ତେବେ ପୀଡ଼ିତାଙ୍କ ସହ ତାଙ୍କ ପରିବାର ଲୋକ ଦିଲ୍ଲୀ ଯାଇଛନ୍ତି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦିଲ୍ଲୀ ଏମ୍‌ସରୁ ଆସିଥିବା ଡାକ୍ତରୀ ଟିମ୍‌ ସହ ଭୁବନେଶ୍ବର ଏମ୍‌ସ ବର୍ଣ୍ଣ ବିଭାଗ ମୁଖ୍ୟ ଡାକ୍ତର ସଞ୍ଜୟ ଗିରି ଆଲୋଚନା କରିଥିଲେ। ଏହାପରେ ଟେକ୍ ଅଫ୍ କରିଥିଲା ଫ୍ଲାଇଟ୍। ସଂକଟାପନ୍ନ ରହିଛି ପୀଡ଼ିତାଙ୍କ ଅବସ୍ଥା । ଆଗାମୀ ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ତାଙ୍କର ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+