ଭଙ୍ଗା ହେବ ବୈକୁଣ୍ଠ ଧାମ ଆଶ୍ରମ; ଖାଲି କରିବାକୁ ନିର୍ଦ୍ଦେଶ

କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ । ଏଥିଲାଗି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ନେଇ ଆଜି ମାଇକ୍ ଯୋଗେ ଘୋଷଣା କରାଯାଇଛି। ହାଇକୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ।

Baikuntha Dham Ashram

ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଠାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦେଶ ଦେଇଥିଲେ । ହେଲେ କୋର୍ଟ ଏହା ଉପରେ ରହିତାଦେଶ କରିଥିଲେ। ଏହାପରେ ଆଜି ପୁର୍ନବାର ବିଡିଏ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଛନ୍ତି। ତେଣୁ ଯେଉଁମାନେ ଆଶ୍ରମ ଭିତରେ ରହିଛନ୍ତି କିମ୍ବା ସେମାନଙ୍କର ଜିନିଷ ପତ୍ର ରହିଛି , ତାହା ବାହାରକୁ ବାହାର କରିବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+