ଶ୍ରୀ ମନ୍ଦିରରେ ପରିସ୍ରା କରିଦେଲା ଶିଶୁ, ୨ ଘଣ୍ଟା ସାଧାରଣ ଦର୍ଶନ ବ୍ୟାଘାତ

ଶ୍ରୀମନ୍ଦିରରେ କରାଯାଇଛି ବଡ଼ ମହାସ୍ନାନ । ଜଣେ ଶିଶୁ ଦର୍ଶନ ବେଳେ ପରିସ୍ରା କରିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବା ସୂଚନା । ଏନେଇ ଦୁଇଘଣ୍ଟା କାଳ ଶ୍ରୀଜୀଉଙ୍କ ଦର୍ଶନ ବ୍ୟାଘାତ ହୋଇଥିଲା । ଠାକୁରଙ୍କ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତଙ୍କୁ ହଇରାଣ ବେହାକୁ ପଡ଼ିଛି । ମନ୍ଦିର ଭିତରେ ପରିସ୍ରା କରିବା ଦ୍ୱାରା ମନ୍ଦିର ଅପବିତ୍ର ହୋଇଯିବା ବିଶ୍ୱାସ ରହିଛି, ଯେଉଁ କାରଣରୁ ମହାସ୍ନାନ କରାଯାଇଥିବା ଖବର ପ୍ରକାଶ ପାଇଛି ।

puri jagannath temple

ଶ୍ରୀମନ୍ଦିର ଭିତର କାଠ ପାଖରେ ଜଣେ ଶିଶୁ ପରିସ୍ରା କରିଦେବାରୁ ଆଜି ସନ୍ଧ୍ୟାରେ ବଡ଼ ମହାସ୍ନାନ ହୋଇଛି। ସନ୍ଧ୍ୟା ୭ଟା ୪୫ରୁ ରାତି ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟାଘାତ ହୋଇଛି। ଆସନ୍ତାକାଲି ଓଡ଼ିଶା ବନ୍ଦ ଥିବାରୁ ଆଜି ପ୍ରବଳ ଭକ୍ତ ସମାଗମ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+