୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ

୧୪ ଦିନିଆ ବିଦେଶ ଗସ୍ତ ସାରି ଓଡିଶା ଫେରିଲେ ବାଚସ୍ପତି ସୁରମା ପାଢ଼ୀ । ଅଷ୍ଟ୍ରେଲିଆ ସିଡନୀ ଠାରେ ମିଳିତ ଜାତିସଂଘ ସଂସଦୀୟ ସଂଗଠନ ବୈଠକ ୩ରୁ ୮ତାରିଖ ପର୍ଯ୍ୟନ୍ତ ରହିଥିଲା । ଜାପାନ ଟୋକିଓ ସାଉଥ କୋରିଆର ସିଓଲ ଠାରେ ପ୍ରବାସୀ ଓଡ଼ିଆଙ୍କ ସହିତ ସାକ୍ଷାତକାର ଥିଲା ।

Surma Padhi

ଏହି ସମୟରେ ଭାରତୀୟ ଦୂତବାସ ସହିତ ସାକ୍ଷାତ କରିବା ସହିତ ସ୍ଥାନୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ବୁଲିଥିଲେ । ବୈଠିକ ବହୁତ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ କରିବା, ଏଆଇର ବ୍ୟବହାର ଏବଂ ବ୍ୟବହାର ସମୟରେ ଆସୁଥିବା ସମସ୍ୟା ଓ ତାର ସମାଧାନକୁ ନେଇ ଆଲୋଚନା ହେଇଥିଲା । ଅନେକ ମହିଳା ପାର୍ଲିଆମେଣ୍ଟାରୀ ମଧ୍ୟ ଯୋଗ ଦେଇଥିଲେ । ଦକ୍ଷତା ବିକାଶ ସହିତ ସେମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକ ବେଶ ସଫଳ ଓ ଫଳପ୍ରଦ ଥିଲା ବୋଲି ସୁରମା ପାଢୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+