ନନ୍ଦନକାନନରେ ଛୁଆ ହାତୀର ମୃତ୍ୟୁ
Nandankanan News: ନନ୍ଦନକାନନରେ ପ୍ରାଣୀଉଦ୍ୟାନରେ ଛୁଆ ହାତୀ ମୃତ୍ୟୁ । କରଞ୍ଜିଆରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ନନ୍ଦନକାନନରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ୫ ରୁ ୬ ବର୍ଷ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, ମୃତ୍ୟୁ ହୋଇଥିବା ହାତୀର ବୟସ ୫ ରୁ ୬ ବର୍ଷ ବୟସ । ମୃତ ହାତୀକୁ କରଞ୍ଜିଆରୁ ଉଦ୍ଧାର କରାଯାଇ ନନ୍ଦନକାନନରେ ଅଣଯାଇଥିଲା ଯେଉଁଠି ହାତୀର ଚିକିତ୍ସା ଜାରି ରହିଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆରା ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications