ଆୟୁଷ୍ମାନ ଭାରତ: ଏହା ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ଯୋଜନା
ଆୟୁଷ୍ମାନ ଭାରତ' ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ । ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା କହିଲେ ନଡ୍ଡା। ଦେଶର ୬୧ କୋଟି ଲୋକ ଏହାଦ୍ବାରା ଉପକୃତ । ଏହା ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ଯୋଜନା ବୋଲି କହିଲେ ନଡ୍ଡା। ଆୟୁଷ୍ମାନ ଯୋଜନାରେ ରାଜ୍ୟ ବାହାରେ ବି ଚିକିତ୍ସା ସୁବିଧା ମିଳିବ ।













Click it and Unblock the Notifications