ଫେବ୍ରୁଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ
Ayushman Bharat: ଫେବ୍ରୁଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ । ଏନେଇ ସୂଚନା ଗେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ ।

ସେହିପରି ୧ କୋଟି ପରିବାର ପାଇବେ କାର୍ଡ । ଏହି ଯୋଜନାରୁ ଯେପରି କେହି ବଞ୍ଚିତ ନ ରୁହନ୍ତୁ ସେ ପ୍ରତି ଧ୍ୟାନ ଦିଆଯିବ । ଅନ୍ୟପକ୍ଷରେ ଆସନ୍ତା ବର୍ଷରୁ ରାଜ୍ୟରେ ନୂଆ ମେଡିକାଲ କଲେଜ ଓ ନର୍ସିଂ କଲେଜ ମଧ୍ୟ ବଢାଯିବ ।












Click it and Unblock the Notifications