ପ୍ରଧାନମନ୍ତ୍ରୀଙ୍କ ରାତ୍ରୀ ଭୋଜନେର ସନ୍ତୁଳା, ଜହ୍ନି ରାଇ...
PM Modi: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗତକାଲି ବିଜେପି କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ରାତ୍ରି ଭୋଜନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟରେ ପ୍ରାୟତଃ ସାମିଲ ଥିଲା ଓଡ଼ିଆ ଖାଦ୍ୟ । ସୂଚନା ଅନୁସାରେ ଗତ ରାତ୍ରୀରେ ପ୍ରଧାନମନ୍ତ୍ରୀଙ୍କୁ ଖାଜ୍ୟରେ ସନ୍ତୁଳା, ଜହ୍ନି ରାଇ, ଡାଲମା, ଛେନା ପୋଡ଼, ମୁଗ ଡାଲି, ଦମ୍ ଭେଜ୍ ବିରିୟାନି, ରୁଟି ସମେତ ଆଳୁ ମେଥି, ଡାଲ ମଖାନୀ, ମଟର ପନୀର, ଗୁଜରାତି କଡି ଆଦି ସାମିଲ ଥିଲା।













Click it and Unblock the Notifications