ସାବଧାନ! ରାସ୍ତା ଉପରେ ବୁଲିଛି ୧୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର
ସାବଧାନ! ରାସ୍ତା ଉପରେ ବୁଲିଛି ୧୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର
କେନ୍ଦ୍ରାପଡ଼ା : ରାସ୍ତାରେ ବୁଲିଲା ୧୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର । ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ରାସ୍ତାରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଗତକାଲି ଘଡିଆମାଳ ନିକଟରେ ଏକ କୁମ୍ଭୀର ରାସ୍ତା ପାର ହେଉଥିବାର ଦୃଶ୍ୟ କ୍ୟାମେରାରେ କୟଦ ହୋଇଥିଲା । ରାତିରେ ସ୍ଥାନୀୟ ଲୋକେ ଗାଡି ନେଇ ଯାଉଥିବା ବେଳେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ।













Click it and Unblock the Notifications