IICଙ୍କୁ ଫୁଲମାଳ ପିନ୍ଧାଇବା ଉଦ୍ୟମ ପଡ଼ିଲା ମହଙ୍ଗା, ୨୬ କଂଗ୍ରେସର ନେତାଙ୍କ ନାଁରେ ମାମଲା ରୁଜୁ
ମାଲକାନଗିରି IICଙ୍କୁ ବିକ୍ଷୋଭକାରୀଙ୍କୁ ଦୁର୍ବ୍ୟବହାର ଘଟଣା । କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସମେତ ୨୬ଜଣଙ୍କ ନାଁରେ ମାମଲା। IICଙ୍କୁ ଜୋର ଜବରଦସ୍ତ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ ପାଇଁ ମାମଲା। ମାନସ ଚୌଧୁରୀଙ୍କ ନାଁରେ ଆଟ୍ରୋସିଟି ଦଫାରେ ମାମଲା ରୁଜୁ। ଏକ ଧର୍ମୀୟ ସଂଗଠନର ପ୍ରତିବାଦ ଶୋଭାଯାତ୍ରା ବେଳେ ଅପ୍ରିତିକର ଘଟଣା ଘଟିଥିଲା।













Click it and Unblock the Notifications