କଂଗ୍ରେସ ଆନ୍ଦୋଳନ ବେଳେ ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ

ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ସାଲିଆ ସାହିରୁ ଗିରଫ କଲା ପୋଲିସ । ଏହି ଘଟଣାରେ ମୋଟ୍ ୩ ଜଣଙ୍କୁ ଗିରଫ କଲାଣି ପୋଲିସ । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ ।

ରବିବାର ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ଚନ୍ଦନ ସାହୁ ଓରଫ ବାପି । ଚନ୍ଦନଙ୍କ ଘର ଜଟଣୀ ଥାନା ଅନ୍ତର୍ଗତ ହରିପୁର । ତଦନ୍ତ ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ ଉପରକୁ ପଥର ଓ ଚେୟାର ଫିଙ୍ଗିଥିବା ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନାଁରେ ମାମଲା ରହିଛି । ଶନିବାର ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

arrest

କଂଗ୍ରେସ ଆନ୍ଦୋଳନ ବେଳେ ପୋଲିସ ଉପରକୁ ଆକ୍ରମଣ, ପୋଲିସ ଭ୍ୟାନ ପୋଡି ଉଦ୍ୟମ ଓ ବିଧାନସଭା ଗେଟ୍ ସମ୍ମୁଖରେ ଉତ୍ତେଜନାକୁ ନେଇ ୩ଟି ମାମଲା ରୁଜୁ କରାଯାଇଛି । ଅନ୍ୟ ଯେଉଁମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+