Odisha Assembly Election Results 2024 Live: ଓଡ଼ିଶାରେ ମୋଦୀ ସରକାର, କିଏ ହେବେ ମୁଖ୍ୟମନ୍ତ୍ରୀ ?
Assembly Election Results 2024 Live: ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ଭାଜପା ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ ଆରମ୍ଭ ହୋଇଯାଇଛି।

ସମୀର ବଦଳାଇ ଦେଲେ ସମୀକରଣ
ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ନିମାପଡ଼ାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ସେ ବିଜେଡିର ଦିଲୀପ କୁମାର ନାଏକଙ୍କୁ 4588 ଖଣ୍ଡ ଭୋଟରେ ହରାଇଛନ୍ତି। ପ୍ରତିଭା 95,430 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଦିଲୀପ କୁମାର ନାଏକ 90,842 ଖଣ୍ଡ ଭୋଟ ପାଇଥିଲେ।
ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ଐତିହାସିକ ବିଜୟ
ପାର୍ଟିର ବିକାଶ ଧାରା ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିଥିବାରୁ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲା ବିଜେପି ।
ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ଐତିହାସିକ ବିଜୟ ହୋଇଛି ।
ଓଡ଼ିଶାର ଜନସାଧାରଣ ଭାରତୀୟ ଜନତା ପାର୍ଟିର ବିକାଶ ଧାରା ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । pic.twitter.com/4UgAt1nLc7
— BJP Odisha (@BJP4Odisha) June 4, 2024
Top Fight - Gudivada
VENIGANDLA RAMU
(TDP)
Won
Kodali Sri Venkateswara Rao (Nani)
(YSRCP)
Lost
Top Fight - Kantabanji
Laxman Bag
(BJP)
Won
Santosh Singh Saluja
(INC)
Lost
ଅଧୀର ରଞ୍ଜନ ଚୌଧୁରୀଙ୍କୁ ହରାଇଲେ ୟୁସୁଫ ପଠାନ
କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ସେ ୨୦୦୯, ୨୦୧୪ ଓ ୨୦୧୯ରେ ବେଙ୍ଗଲର ବହରମପୁର ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ପୂର୍ବତନ କ୍ରିକେଟର ତଥା ଟିଏମସିର ୟୁସୁଫ ପଠାନଙ୍କ ଠାରୁ ହାରିବାକୁ ପଡ଼ିଛି। ସେ ଅଧୀନର ରଞ୍ଜନଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
Top Fight - Guntur West
Piduguralla Madhavi
(TDP)
Won
Vidadala Rajin|
(YSRCP)
Lost
Top Fight - Tirupati
Arani Srinivasulu
(JSP)
Won
Bhumana Abhinay Reddy
(YSRCP)
Lost
Top Fight - Chandabali
Byomokesh Ray
(BJD)
Won
Amiya Kumar Mohapatra
(INC)
Lost
ମୁଁ ମୋ ମା ବିନା ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲି : ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ଭାବପ୍ରବଣ ହୋଇ କହିଥିଲେ ଯେ ଏହା ହେଉଛି ପ୍ରଥମ ନିର୍ବାଚନ ଯାହା ମୁଁ ମୋ ମା ବିନା ପ୍ରତିଦ୍ୱନ୍ଦ୍ୱିତା କରିଥିଲି କିନ୍ତୁ ମୋତେ ବିଶ୍ୱାସ କର, ମୁଁ ଯେଉଁଆଡେ ଗଲି, ସେ ସେଠାରେ ଥିଲେ ଅଦୃଶ୍ୟ ପ୍ରେମ ଏବଂ ଆଶୀର୍ବାଦ ଦେଇଥିଲେ
Top Fight - Hinjili
Naveen Patnaik
(BJD)
Won
Ranjikant Padhi
(INC)
Lost
Top Fight - Tirupati
Arani Srinivasulu
(JSP)
Leading
Bhumana Abhinay Reddy
(YSRCP)
Trailing
Top Fight - Chandabali
Manmohan Samal
(BJP)
Leading
Amiya Kumar Mohapatra
(INC)
Trailing
Top Fight - Guntur West
Piduguralla Madhavi
(TDP)
Won
Vidadala Rajin|
(YSRCP)
Lost
Top Fight - Hinjili
Naveen Patnaik
(BJD)
Leading
Ranjikant Padhi
(INC)
Trailing
Top Fight - Tirupati
Arani Srinivasulu
(JSP)
Leading
Bhumana Abhinay Reddy
(YSRCP)
Trailing












Click it and Unblock the Notifications