ଅସିତ ମହାପାତ୍ର ହେଲେ ORERA ଅଧ୍ୟକ୍ଷ
ORERA ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାଶ ସଦସ୍ୟ ନିଯୁକ୍ତ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ ପରିବର୍ତ୍ତନ ହୋଇଛି।

ଅସିତ ମହାପାତ୍ର ORERAର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ORERAର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ ଏବଂ ରିଅଲ ଇଷ୍ଟେଟ୍ ମାମଲାରେ ନିୟାମକ ତଦାରଖକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।












Click it and Unblock the Notifications