ଏକାମ୍ର କ୍ଷେତ୍ରରେ ମିଳିଲା ପୁରାତନ ମନ୍ଦିରର ଭଗ୍ନାବଶେଷ

ଭୁବନେଶ୍ୱର : ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏକାମ୍ର କ୍ଷେତ୍ରରେ ଏକ ମନ୍ଦିରର ଭଗ୍ନାବଶେଷ ମିଳିଛି। ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି । ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି ।

Temple in Old Town Bhubaneswar

ସମ୍ପୃକ୍ତ ଅଞ୍ଚଳରେ ଗତ ଜାନୁଆରୀରୁ ଖନନ କାର୍ଯ୍ୟ ଚାଲିଥିଲା । ତେବେ ବର୍ଷା ଲାଗି ରହିବା କାରଣରୁ କିଛି ଦିନ ମନ୍ଦିର ଖନନ କାର୍ଯ୍ୟ ବନ୍ଦ ଥିଲା। ବର୍ତ୍ତମାନ ପୁଣି ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ମନ୍ଦିର ବାହାରିଥିଲା । ଏହି ଖନନନରେ ଗୋଟିଏ ମନ୍ଦିରର ମୂଳଦୁଆ ଚିହ୍ନଟ ମଧ୍ୟ କରାଯାଇଛି । ଏହି ମନ୍ଦିର କେତେବର୍ଷ ତଳର ତାହା ଜଣାପଡ଼ିନାହିଁ। ଏବେବି ଖନନ କାର୍ଯ୍ୟ ଜାରି ରହିଛି ବୋଲି ଏସଆଇ ଅଧିକାରୀ କହିଛନ୍ତି । ଲିଙ୍ଗରାଜ କ୍ଷେତ୍ରରେ ଆହୁରି ଅନେକ ମନ୍ଦିର ମିଳିପାରେ ବୋଲି ଏସଆଇପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ରାଜ୍ୟର ବହୁ ପୁରାତନ ମନ୍ଦିର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+