କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏଏସଆଇ ଟିମ୍ ; ଗର୍ଭଗୃହରୁ ବାଲି କାଢ଼ିବ ପ୍ରକ୍ରିୟାର କଲେ ଅନୁଧ୍ୟାନ

ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା, ସଂରକ୍ଷଣ ଓ ରକ୍ଷଣା ବେକ୍ଷଣକୁ ନେଇ ଏଏସଆଇର ଉଚ୍ଚସ୍ତରୀୟ ବୈଠକ ହେବ। ଏଏସଆଇର ଅତିରିକ୍ତ ଡିଜି ଜାହ୍ନବୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଜି ବି ଗଡ଼ନାୟକ ଓ ଅନେକ ବିଶେଷଜ୍ଞଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ ରହିବେ।

ASI Team at Konark Surya Temple

ଏଥିରେ ଆଇଆଇଟି ଦିଲ୍ଲୀଆଇଆଇଟି ଖଡ଼ଗପୁର ଆଇଆଇଟି ଚେନ୍ନାଇ ଓ କୋର କମିଟିର ୧୫ ଜଣିଆ ସଦସ୍ୟ ଏବଂ ଷ୍ଟ୍ରକଚରାଲ କଂଜରଭେଟର ଆଦି ଉପସ୍ଥିତ ରହିଛନ୍ତି। ଏଏସଆଇ ପକ୍ଷରୁ ବାଲି କଢ଼ାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କିଭଳି ସୁରକ୍ଷିତ କଢ଼ାଯିବ ଓ ମନ୍ଦିର ସୁରକ୍ଷିତ ରହିବ ତା ଉପରେ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। ୨୦୨୨ ନଭେମ୍ବର ମାସରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଭୂମିପୂଜନ ହୋଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ୩ ବର୍ଷ ମଧ୍ୟରେ ବାଲି କାଢ଼ିବା ପକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ପୂର୍ବତନ ଏଏସଆଇ ସୁପରିଡେଣ୍ଟଟ ଅରୁଣ ମଲ୍ଲିକ ସୂଚନା ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+