ଆଶିଷ ସିଂ ଏବଂ ଡିଏସ୍ କୁଟ୍ଟେଙ୍କ ବଢ଼ିଲା ଅଡ଼ୁଆ, ୩୦ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗ

ଆଶିଷ ସିଂ ଏବଂ ଡିଏସ୍ କୁଟ୍ଟେଙ୍କ ପାଇଁ ବଢିଲା ଅଡୁଆ । କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ଆରମ୍ଭ କଲା ପ୍ରକ୍ରିୟା । ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।

Ashish Singh and DS Kutte

୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତି ଅଭିଯୋଗରେ କୁଟ୍ଟେ ଉତ୍ତର ଦେବାକୁ ନିର୍ଦ୍ଦେଶ । ସନ୍ତୋଷ ଜନକ ଉତ୍ତର ନଦେଲେ ହୋଇପାରେ ତଦନ୍ତ । ନିର୍ବାଚନ କମିଶନ ମାଗିଥିବା ଅଭିଯୋଗ ଉପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ।

ନିର୍ବାଚନ ଦିନ ଜଣେ ପ୍ରାର୍ଥୀଙ୍କୁ ଗିରଫ ପାଇଁ ଖୋର୍ଦ୍ଦ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଦ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ନେଇ ଉତ୍ତର ମାଗିଛି ଗୃହ ବିଭାଗ । ଟଙ୍କା ପଦବୀର ଦୁରୁପଯୋଗ କରି ନିର୍ବାଚନରେ ହସ୍ତକ୍ଷେପ କରିଥିଲେ କି ନାହିଁ ଉତ୍ତର ଦେବାକୁ ନିର୍ଦ୍ଦେଶ । ସେହିପରି ମିଥ୍ୟା କାରଣ ଦର୍ଶାଇ ଛୁଟିରେ ରହିବା ନେଇ ବି ଆଶିଷ ସିଂଙ୍କୁ ଉତ୍ତର ମାଗିଛି ଗୃହ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+