ପୁଣି ଥରେ ମୁହଁ ଖୋଲିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର,କହିଲେ ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ
ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ,ନିଲମ୍ବନ ନେଇ ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ଠାରୁ କୌଣସି ଉତ୍ତରର ଆବଶ୍ୟକତା ନାହିଁ ବୋଲି ଅରବିନ୍ଦ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯେଉଁ କାରଣକୁ ନେଇ ତାଙ୍କୁ ନିଲମ୍ବନ କରାଯାଇଛି ସେ କାରଣର କୌଣସି ସତ୍ୟତା କେହି ରଖି ପାରୁନାହାଁନ୍ତି। ତେଣୁ ବିଜେଡିର ନିଷ୍ପତ୍ତିକୁ ନେଇ ନବୀନ ବାବୁଙ୍କ ସହ ଏକମତ ନୁହଁନ୍ତି ।

ତଥାପି କେଉଁ ଆଧାରରେ ତାଙ୍କୁ ନିଲମ୍ବନ କରାଗଲା ନିଷ୍ପତ୍ତି ନିଆଗଲା ତାହା ସେ ଜାଣିବାକୁ ଚାହିଁବେ । ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି । ଯଦି ସେମାନଙ୍କ ତରଫରୁ ମୋତେ ପଚାଯାଏ, ତାହେଲେ ଉତ୍ତର ଖୋଜିବି । ଅନ୍ୟପକ୍ଷରେ ତାଙ୍କୁ ନିର୍ବାଚନରେ କିଛି ବିଜେଡି ଲୋକ ହିଁ ବିରୋଧ କରିଥିଲେ । ସେମାନେ କୁଚକ୍ରୀ ଗୋଷ୍ଠୀ, ଯାହା ଫଳରେ ତାଙ୍କ ଭୋଟ ହାର କମି ଯାଇଥିଲା । ସମ୍ପ୍ରତି ପାଟକୁରା ରାଜନୀତିକୁ ନେଇ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପାଟକୁରାବାସୀ ତାଙ୍କ ସହିତ ଅଛନ୍ତି।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications