ଗିରଫ ଅମରେଶଙ୍କ ଅଭିଯୋଗ ନେଇ ଅର୍ଚ୍ଚନା ନାଗ୍‌ଙ୍କ ପ୍ରତିକ୍ରିୟା, କହିଦେଲେ...

ବଳାତ୍କାର ମାମଲାରେ ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ ସେ ସବୁ କହିପାରିବେ। ୧୦୦% ଅର୍ଚ୍ଚନା ନାଗ ମୋତେ ଫସାଇ ଦେଇଛନ୍ତି। ତେବେ ଏହାକୁ ନେଇ ଅମରେଶଙ୍କୁ ବଡ଼ ଜବାବ ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ମୁଁ ଏହି ଘଟଣା ବିଷୟରେ ଜାଣିନି, କି ପୀଡ଼ିତାଙ୍କୁ ଚିହ୍ନି ନାହିଁ। ଏହି ଘଟଣାର ସତ୍ୟାସତ୍ୟ ପୀଡ଼ିତା ଜାଣିଥିବେ। ମାତ୍ର ସେ କୁକର୍ମରେ ଜଡ଼ିତ ଥିଲେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି। ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ପ୍ରମାଣିତ କରିଛନ୍ତି। ବିଗତ ଦିନରେ କହୁଥିଲେ ଅର୍ଚ୍ଚନା ନାଗଙ୍କୁ ଜାଣି ନାହାନ୍ତି, ଆଜି ଜାଣିଗଲେ। ଆପଣ କରିଥିବା କର୍ମର ଫଳ ଭୋଗୁଛନ୍ତି, ସୁଧୁରି ଯାଆନ୍ତୁ , ଅପନିନ୍ଦା ଦିଅନ୍ତୁନି ବୋଲି କହିଛନ୍ତି ଅର୍ଚ୍ଚନା।

archana nag

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+