ମୋତେ ଅର୍ଚ୍ଚନା ନାଗ୍‌ ଫସାଇ ଦେଇଛନ୍ତି, ଅମରେଶ ଜେନା

ଝାରପଡ଼ା ଜେଲ ଗଲେ ଅମରେଶ ଜେନା । ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ହୋଇଥିଲେ ଗିରଫ । ବାଲେଶ୍ୱର ନୀଳଗିରିରୁ ଗିରଫ କରିଥିଲା ପୁଲିସ । ତେବେ ଜେଲ ଯିବା ସମୟରେ ଅମରେଶ ଜେନା ଏକ ବଡ଼ ଖୁଲାସା କରିଛନ୍ତି । ଗଣମାଧ୍ୟମକୁ ମୁହଁ ଖୋଲି ସେ କହିଛନ୍ତି ଅର୍ଚ୍ଚନା ନାଗ ହିଁ ସବୁ କହିପାରିବେ । ଅର୍ଚ୍ଚନା ନାଗ ମୋତେ ଫସାଇଛନ୍ତି ।

amaresh jena

ତେବେ ଅମରେଶ ଜେନା ଗିରଫ ନେଇ ତାଙ୍କ ପତ୍ନୀ ବି ମୁହଁ ଖୋଲିଛନ୍ତି । କହିଛନ୍ତି ଗିରଫ ନୁହେଁ ଆତ୍ମସମର୍ପଣ କରିଛନ୍ତି ମୋ ସ୍ୱାମୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+