Get Updates
Get notified of breaking news, exclusive insights, and must-see stories!

ଅର୍ଚ୍ଚନା ନାଗ ମାମଲା: ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିବ ଇଡି

ଅର୍ଚ୍ଚନା ନାଗ ମାମଲା: ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିବ ଇଡି

ଭୁବନେଶ୍ୱର: ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିବ ଇଡି । ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି । ସୂଚନା ଅନୁସାରେ, ଏହି ଘଟଣାରେ ଆଜି ଅର୍ଚ୍ଚନା ନାଗ, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ । ତେବେ ଏହି ଚାର୍ଜସିଟରେ ଇଡି ଅର୍ଚ୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି । ରିପୋର୍ଟ ଅନୁସାରେ , ଜେରା ସମୟରେ ହୋଇଥିବା ଅଡିଓ, ଭିଡିଓ ରେକର୍ଡ ମଧ୍ୟ ଦାଖଲ କରାଯିବ ।

archana nag

ତେବେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ତରିଂର ପ୍ରମାଣ ଇଡି ହାତରେ ଲାଗିଛି । ୩ ଜଣଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଥିବାର ପ୍ରମାଣି ମଧ୍ୟ ମିଳିଛି । ତେବେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅର୍ଚ୍ଚନାଙ୍କ ମାୟ ଜାଲରେ ଫସିଥିଲେ । ତାଙ୍କ ବ୍ଲାକମେଲର ଶିକାର ହୋଇଥିଲେ । ସେପଟେ ଖୁବ ଶୀଘ୍ର ଅର୍ଚ୍ଚନା, ଖଗେଶ୍ୱର ଏବଂ ଜଗବନ୍ଧୁଙ୍କର ସମସ୍ତ ସମ୍ପତ୍ତି ଜବତ ହୋଇ ପାରେ । ପୂର୍ବରୁ ଇଡି ତିନି ଜଣଙ୍କୁ ନୋଟିସ୍ ମଧ୍ୟ ପଠାଇ ସାରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+