ହାଇକୋର୍ଟରେ 202 ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ହାଇକୋର୍ଟରେ 202 ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପଦବୀ ପାଇଁ ଆବେନଦ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ: ହାଇକୋର୍ଟରେ 202 ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପଦବୀ ପାଇଁ ଆବେନଦ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଫେବୃଆରୀ 18 ରୁ 20 ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅନଲାଇନରେ ସେମାନଙ୍କ ଆବେଦନ ପଠାଇ ପାରିବେ।

ଏହି ନିଯୁକ୍ତି "ଓଡ଼ିଶାର ହାଇକୋର୍ଟ (କର୍ମଚାରୀଙ୍କ ନିଯୁକ୍ତି ଏବଂ ସେବା ସର୍ତ୍ତ) ନିୟମାବଳୀ, 2019 ର ବ୍ୟବସ୍ଥା ଅନୁଯାୟୀ କରାଯିବ। ମୋଟ 202ଟି ପଦବୀ ମଧ୍ୟରୁ ସଂରକ୍ଷଣ ସ୍ଥାନ-
- ସଂରକ୍ଷିତ: 105 (ମହିଳା 35)
- SEBC: 23 (ମହିଳା 8)
- ଅନୁସୂଚିତ ଜାତି: 22 (ମହିଳା 7)
- ଅନୁସୂଚିତ ଜନଜାତି: 52 (ମହିଳା 17)
ASO ପୋଷ୍ଟ 35,400 ରୁ 1,12,400 ଟଙ୍କା ମଧ୍ୟରେ ପେ ସ୍କେଲ ରହିଛି ।
ଆବେନ ପାଇଁ ଏଠାରେ କ୍ଲିକ କରନ୍ତୁ- https://www.orissahighcourt.nic.in
More From












Click it and Unblock the Notifications