ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ VC ପଦ ପାଇଁ ଦରଖାସ୍ତ ଆହ୍ବାନ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେ କୌଣସି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା କିମ୍ବା ସମକକ୍ଷ ପଦବୀରେ ୧୦ ବର୍ଷ କାର୍ଯ୍ୟ କରଥିବା ବ୍ୟକ୍ତିବିଶେଷ କୁଳପତି ପଦ ପାଇଁ ଆବେଦନ କରିପାରିବେ । ତେବେ ୨୦୨୫ ଡିସେମ୍ବର ୧ ସୁଦ୍ଧା ବୟସ ୬୬ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସୂଚନା ରହିଛି ।












Click it and Unblock the Notifications