Get Updates
Get notified of breaking news, exclusive insights, and must-see stories!

ପୁଣି ଅନୁଭବ - ବର୍ଷା କଳି; ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା

ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସେହି ଫିଲ୍ମ ଜରିଆରେ ତାଙ୍କ ବିରୋଧରେ ବର୍ଷା ମିଛ ଅଭିଯୋଗ ଆଣିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି ।

ଏଥିସହ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବ ମହାନ୍ତି ଆହ୍ୱାନ ଦେଇଛନ୍ତି । ଆଗକୁ ଲେଖିଛନ୍ତି କୋର୍ଟରେ ଛାଡପତ୍ର ବିବାଦରେ ତାଙ୍କର ବିଜୟ ହୋଇସାରିଛି । ତେଣୁ ପୁଣି ଦାମ୍ପତ୍ୟ କଳହକୁ ନେଇ ବିବାଦ ନକରିବାକୁ ପରାମର୍ଶ ଦେଇଛନ୍ତି ଅନୁଭବ ମହାନ୍ତି ।

Anubhav Mohanty on social media
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+