ବିଧାନସଭା ଆଗରେ ମହିଳାଙ୍କ ଆତ୍ମାହତ୍ୟା ଉଦ୍ୟମ

ବିଧାନସଭା ଆଗରେ ମହିଳାଙ୍କ ଆତ୍ମାହତ୍ୟା ଉଦ୍ୟମ

ଭୁବନେଶ୍ୱର : ବଜେଟ୍ ଅଧିବେଶନ ଚାଲିବାର କିଛି ଘଣ୍ଟା ପରେ ଜଣେ ମହିଳା ଓଡିଶା ବିଧାନସଭା ନିକଟ ଜୟଦେବ ଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ନିବାସୀ ଏହି ମହିଳା ଚରମ ପଦକ୍ଷେପ ନେଇଛନ୍ତି । ତାଙ୍କ ପୁଅ ହତ୍ୟାକାଣ୍ଡରେ ପୋଲିସର ନିଷ୍କ୍ରିୟତା ନେଇ ସେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ବିଧାନସଭା

ତାଙ୍କୁ ପୋଲିସ୍ କର୍ମଚାରୀଙ୍କ ଏକ ଟିମ୍ କାବୁ କରି ନେଇଛନ୍ତି । ଏହା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୁଲିସ । ଏଠାରେ କହି ରଖୁଛୁ କି, ବିଗତ 24 ଘଣ୍ଟା ମଧ୍ୟରେ ବିଧାନସଭା ନିକଟରେ ଏହା ହେଉଛି ଦ୍ୱିତୀୟ ଆତ୍ମହତ୍ୟା ଉଦ୍ୟମ ଘଟଣା । ପୂର୍ବ ସନ୍ଧ୍ୟାରେ ବଜେଟ୍ ଅଧିବେଶନ ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+